ସବ୍ କଲେକ୍ଟର Sab kalekṭar

  • ବୈଦେ. (ଇଂ) ବି. — କଲେକ୍ଟରଙ୍କ ଅଧୀନ ଛୋଟ ହାକିମ — Sub-collector
  • ବୈଦେ. (ଇଂ) ବି. — [ଦ୍ର—ଏ ହାକିମ ଓଡ଼ିଶାର କେବଳ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ଅଛନ୍ତି।]