ସବାଖାଈ Sabākhāī
- ଦେ. ବି. ସ୍ତ୍ରୀ—(ସଂ. ସର୍ବ+ଖାଦିକା) — ସବା— ଖିଆର ସ୍ତ୍ରୀଲିଙ୍ଗ; ସବାଖିଆ କେଳାଜାତୀୟା ସ୍ତ୍ରୀ — A woman of the Sabākhiā gypsy caste
- ଦେ. ବି. ସ୍ତ୍ରୀ—(ସଂ. ସର୍ବ+ଖାଦିକା) — (ସ୍ତ୍ରୀମାନଙ୍କୁ ଦିଆଯିବା ଗାଳି ବିଶେଷ) ଯେଉଁ ସ୍ତ୍ରୀ ସମସ୍ତ ପଦାର୍ଥ ଖାଏ, ଅର୍ଥାତ୍ ଅଖାଦ୍ୟ ଖାଏ; ଯେ ନିଷିଦ୍ଧ ଓ ଘୃଣ୍ୟ ଦ୍ରବ୍ୟ ଖାଏ; ଅମେଧ୍ୟ ଭୋଜିନୀ — A term of abuse used to women (Literally; all-devouring) Eating everything, even prohibited articles.)