ସବାକ୍ରାନ୍ତ Sabākrānta

  • ଦେ. ବିଣ—(ସଂ. ସମାକ୍ରାନ୍ତ ବା ସୀମାକ୍ରାନ୍ତ) — ନିର୍ଦ୍ଦିଷ୍ଟ ସୀମାରେ ଅବସ୍ଥିତ ସମସ୍ତ ଭୂମି ସହିତ — Consisting of all the lands within a boundary
  • ଦେ. ବିଣ—(ସଂ. ସମାକ୍ରାନ୍ତ ବା ସୀମାକ୍ରାନ୍ତ) — ଚତୁର୍ଦ୍ଦିଗରେ ନିର୍ଦ୍ଦିଷ୍ଟ ସୀମାବିଶିଷ୍ଟ — Being bounded on all sides by certain limits