ସବାକ୍ରାନ୍ତ ଚକଡ଼ା Sabākrānta chakaṟḍ̠ā

  • ଦେ. ବି—(ସଂ. ସୀମାକ୍ରାନ୍ତ ଓ ଚକ୍ର) — କୌଣସି ନିର୍ଦ୍ଦିଷ୍ଟ ସୀମା ମଧ୍ୟସ୍ଥ ସମୁଦାୟ ଜମି — All the lands comprised within given boundaries on all sides
  • ଦେ. ବି—(ସଂ. ସୀମାକ୍ରାନ୍ତ ଓ ଚକ୍ର) — [ଦ୍ର—ଓଡ଼ିଶାର ରାଜାମାନେ କାନ୍ଯକୁବ୍ଜରୁ ନୈଷ୍ଠିକ ବ୍ରାହ୍ମଣମାନଙ୍କୁ ଅଣାଇ ପୁରୀ ଓ ଯାଜପୁରରେ ଶାସନ ଗ୍ରାମ ମାନ ବସାଇ ଉକ୍ତ ବ୍ରାହ୍ମଣମାନଙ୍କୁ ସନନ୍ଦଦ୍ୱାରା 'ସବାକ୍ରାନ୍ତ ଚକଡ଼ା' ନିଷ୍କର ବା ଟଙ୍କାରୂପେ ଦାନ କରୁଥିଲେ।]