ସବାର ହେବା Sabāra hebā
- ଦେ. କ୍ରି. — ଘୋଡ଼ା ପିଠିରେ ଆରୋହଣ କରିବା — To ride on a horse
- ଦେ. କ୍ରି. — କୌଣସି ବ୍ଯକ୍ତି ଉପରେ ଚଢ଼ିବା — To ride on a person
- ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିର ଗଳଗ୍ରହ ହେବା — (figurative) To be a burden on a person
- ଦେ. କ୍ରି. — (ଭୂତ ଆଦି ମନୁଷ୍ୟଠାରେ) ଆବିଷ୍ଟହେବା; ମନୁଷ୍ୟର ଆତ୍ମାକୁ ଅଧିକାର କରିବା — To possess a person (said of a ghost or evil spirit.)