ସବାକାଳେ Ṡabākāḻe

  • ଦେ. କ୍ରି. ବିଣ.—(ପ୍ରାଚୀନପଦ୍ୟ) — ସବୁକାଳପାଇଁ — For all time
  • ଦେ. କ୍ରି. ବିଣ.—(ପ୍ରାଚୀନପଦ୍ୟ) — [ଉ—କାନ୍ଦୁଛି ଅତିହିଁ ବିକଳେ, ମୋତେ ନାଶିଲେ ସବାକାଳେ—ଭୂପତି, ପ୍ରେମପଞ୍ଚାମୃତ।]
  • ଦେ. କ୍ରି. ବିଣ.—(ପ୍ରାଚୀନପଦ୍ୟ) — ସର୍ବଦା — Always