ସନ୍ଧା Sandhā
- ସଂ. ବି (ସମ୍+ଧା ଧାତୁ= ଧାରଣ କରିବା+ଭାବ. ଅ+ସ୍ତ୍ରୀ ଅ) — ଅନୁସନ୍ଧାନ — Investigation; searching
- ସଂ. ବି (ସମ୍+ଧା ଧାତୁ= ଧାରଣ କରିବା+ଭାବ. ଅ+ସ୍ତ୍ରୀ ଅ) — ପ୍ରତିଜ୍ଞା — Promise; vow
- ସଂ. ବି (ସମ୍+ଧା ଧାତୁ= ଧାରଣ କରିବା+ଭାବ. ଅ+ସ୍ତ୍ରୀ ଅ) — [ଦ୍ର—ଏହା ସମାସରେ ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ପୁଂଲିଙ୍ଗରେ 'ସନ୍ଧ' ରୂପ ଧାରଣ କରେ। ଯଥା— 'ସତ୍ୟସନ୍ଧ'—ସଂ. ବିଣ—(ମତ୍ୟ=ଅଟଳ ଅଟେ ସନ୍ଧା= ପ୍ରତିଜ୍ଞା ଯାହାଙ୍କର; ବହୁବ୍ରୀହି) ପ୍ରତିଜ୍ଞା ପାଳନ କରିବା ବିଷୟରେ ଅଟଳ।]
- ସଂ. ବି (ସମ୍+ଧା ଧାତୁ= ଧାରଣ କରିବା+ଭାବ. ଅ+ସ୍ତ୍ରୀ ଅ) — ସ୍ଥିତି — Staying; existence
- ସଂ. ବି (ସମ୍+ଧା ଧାତୁ= ଧାରଣ କରିବା+ଭାବ. ଅ+ସ୍ତ୍ରୀ ଅ) — ସନ୍ଧି; ଯୋଡ଼ — Space between two things; joint
- ସଂ. ବି (ସମ୍+ଧା ଧାତୁ= ଧାରଣ କରିବା+ଭାବ. ଅ+ସ୍ତ୍ରୀ ଅ) — ମିଳନ — Meeting; mixing up; alliance; union
- ସଂ. ବି (ସମ୍+ଧା ଧାତୁ= ଧାରଣ କରିବା+ଭାବ. ଅ+ସ୍ତ୍ରୀ ଅ) — ସନ୍ଧ୍ୟା — Evening
- ଦେ. ବି. — ସାନ୍ଧିବା; ଘାଣ୍ଟିବା — Intimately mixing up many thing
- ଦେ. ବି. — ସନ୍ଧିଫାଙ୍କ — Interstice; space between