ସନ୍ଧାନ Sandhāna
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଖୋଜିବା; ଅନ୍ୱେଷଣ; ଖୋଜ; ତଲାସ — Searching; enquiry
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଚୋରି ଯାଇଥିବା ବା ହଜି ଯାଇଥିବା ବସ୍ତୁକୁ ଖୋଜିବା — Searching after a lost or stolen; thing
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ମିଶ୍ରଣ; ସଙ୍ଘଟ୍ଟନ — Mixing up
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ମିଳନ; ସଂଯୋଜନ; ଯୋଜନା — Joining. meeting; union; junction
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ସ୍ଥିତି — Staying; situation
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ସନ୍ଧି; ଦୁଇ ବସ୍ତୁର ଯୋଗସ୍ଥାନ — Joint; juncture; confluence
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ପାଳନ — Supporting; bringing up; cherishing; fostering
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ବାଣ ଯୋଜନା— ଧନୁରେ ଶର ଯୋଖିବା — 3. Fixing or setting an arrow to the bow
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ବନ୍ଧନ — Binding; bond
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ଅଭିଷବ; ମଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଦ୍ରବ୍ୟ ବା ଉପାଦାନାଦିର ଯୋଗ — 0. Mixing up the materials for wine; fermentation
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — ମଦ୍ୟ; ମଦ; ସୁରା — Wine; spirits
- ସଂ. ବି—(ସମ୍=ସମ୍ୟକ୍+ଧା ଧାତୁ=ଧାରଣ କରିବା+ ଭାବ. ଅନ) — କାଞ୍ଜି — Fermented or sour rice-gruel