ସନ୍ଧାତବ୍ୟ Sandhātabya
- ସଂ. ବିଣ (ସମ୍=ସମ୍ୟକ୍+ ଧା ଧାତୁ=ଧାରଣ କରିବା +କର୍ମ ତବ୍ଯ) — ଯାହା ସହିତ ସନ୍ଧି କରାଯିବା ଉଚିତ — (A person) Fit to be allied with; (a person) with whom an alliance should be formed
- ସଂ. ବିଣ (ସମ୍=ସମ୍ୟକ୍+ ଧା ଧାତୁ=ଧାରଣ କରିବା +କର୍ମ ତବ୍ଯ) — ଯାହାକୁ ସନ୍ଧାନ କରିବା ଉଚିତ — Fit to be searched after