ସନ୍ଦୋହ Sandoha

  • ସଂ. ବି—(ସମ୍+ଦୁହ୍ ଧାତୁ=ଦୁହିଁବା+ଭାବ. ଅ) — ସମ୍ୟକ୍ ଦୋହନ; ଉତ୍ତମ ରୂପେ ଦୁହିଁବା — Milching well
  • ସଂ. ବି—(ସମ୍+ଦୁହ୍ ଧାତୁ=ଦୁହିଁବା+ଭାବ. ଅ) — (+କର୍ମ. ଅ) ଯାହା ସମ୍ୟକ୍ ଦୋହନ କରା ହୋଇଅଛି — That which has been milched well
  • ସଂ. ବି—(ସମ୍+ଦୁହ୍ ଧାତୁ=ଦୁହିଁବା+ଭାବ. ଅ) — ଦୁଗ୍ଧ — Milk
  • ସଂ. ବି—(ସମ୍+ଦୁହ୍ ଧାତୁ=ଦୁହିଁବା+ଭାବ. ଅ) — ସମହ — Multitude; assemblage
  • ସଂ. ବି—(ସମ୍+ଦୁହ୍ ଧାତୁ=ଦୁହିଁବା+ଭାବ. ଅ) — ରାଶି — Heap