ସନ୍ଦେହୀ Sandehī
- ସଂ. ବିଣ. ପୁଂ—(ସମ୍+ଦିହ୍ ଧାତୁ+କର୍ତ୍ତୃ. ଇନ୍ ବା ସନ୍ଦେହ +ଇନ୍ 1 ମା. 1 ବଚନ) — ସଂଶୟକାରୀ — Doubting; suspicious; sceptie
- ଦେ. ବିଣ. (କଚିରିଆ) — ଯାହାପ୍ରତି କୌଣସି ବିଷୟରେ ମନରେ ସନ୍ଦେହ ଜାତ ହୁଏ — Suspected
- ଦେ. ବିଣ. (କଚିରିଆ) — (ଉ—ପୁଲିସ ସନ୍ଦେହୀ ଆସାମୀମାନଙ୍କ ଘର ତଲାସ କରି କେତେକ ଚୋରା ମାଲ ବରାମତ୍ କଲେ।)