ସନ୍ଦାନ Sandāna
- ସଂ. ବି.—(ସମ୍+ଦୋ ଧାତୁ=ଛେଦନ କରିବା+ଭାବ. ଅନ) — ସମ୍ୟକ୍ ଛେଦନ — Cutting through; tearing asunder
- ସଂ. ବି.—(ସମ୍+ଦୋ ଧାତୁ=ଛେଦନ କରିବା+ଭାବ. ଅନ) — ବନ୍ଧନ — Binding
- ସଂ. ବି.—(ସମ୍+ଦୋ ଧାତୁ=ଛେଦନ କରିବା+ଭାବ. ଅନ) — (+କର୍ମ ଅନ) ଶୃଙ୍ଖଳ — Chain
- ସଂ. ବି.—(ସମ୍+ଦୋ ଧାତୁ=ଛେଦନ କରିବା+ଭାବ. ଅନ) — ରଜ୍ଜୁ — Rope; chord
- ସଂ. ବି.—(ସମ୍+ଦୋ ଧାତୁ=ଛେଦନ କରିବା+ଭାବ. ଅନ) — ବନ୍ଧନ ସାଧନ ବସ୍ତୁ — Bond
- ସଂ. ବି.—(ସମ୍+ଦୋ ଧାତୁ=ଛେଦନ କରିବା+ଭାବ. ଅନ) — (ସମ୍+ଦାନ=ଗଜଗଣ୍ଡ ବାରି) ହସ୍ତୀର କପୋଳର ଊର୍ଦ୍ଧ୍ୱ ଦେଶ ଓ ଜାନୁଦ୍ୱୟର ଅଧୋଭାଗ, ଯେଉଁ ସ୍ଥାନରୁ ମଦ ଜଳ କ୍ଷରିତ ହୁଏ — The part of the brow and the lower part of the knees of an elephant from which a sweet-scented juice is exuded