ସନ୍ଦଂଶ Sandaṁṡa
- ବି (ସମ୍+ଦନ୍ଶ୍. ଧାତୁ=କାମୁଡ଼ିବା=କର୍ତ୍ତୃ. ଅ; ଯେ ଆଚ୍ଛା କରି କୌଣସି ପଦାର୍ଥକୁ କାମୁଡ଼ି ଧରେ) — ସଣ୍ଡୁଆଶି — A pair of tongs
- ବି (ସମ୍+ଦନ୍ଶ୍. ଧାତୁ=କାମୁଡ଼ିବା=କର୍ତ୍ତୃ. ଅ; ଯେ ଆଚ୍ଛା କରି କୌଣସି ପଦାର୍ଥକୁ କାମୁଡ଼ି ଧରେ) — ଚୁମୁଟା — Pincers
- ବି (ସମ୍+ଦନ୍ଶ୍. ଧାତୁ=କାମୁଡ଼ିବା=କର୍ତ୍ତୃ. ଅ; ଯେ ଆଚ୍ଛା କରି କୌଣସି ପଦାର୍ଥକୁ କାମୁଡ଼ି ଧରେ) — ଗୁଆକାତି — Nut-cracker