ସନ୍ଦର୍ଶନ Sadarṡana

  • ସଂ. ବି—(ସମ୍+ଦୃଶ୍ ଧାତୁ+ଭାବ. ଅନ) — ସମ୍ୟକ୍ ଦର୍ଶନ; ଅବଲୋଚନ; ନିରୀକ୍ଷଣ — Observation; act of looking at a thing
  • ସଂ. ବି—(ସମ୍+ଦୃଶ୍ ଧାତୁ+ଭାବ. ଅନ) — ପରୀକ୍ଷା — Examination; scrutiny
  • ସଂ. ବି—(ସମ୍+ଦୃଶ୍ ଧାତୁ+ଭାବ. ଅନ) — ଦେଖିବା — Act of seeing
  • ସଂ. ବି—(ସମ୍+ଦୃଶ୍ ଧାତୁ+ଭାବ. ଅନ) — ଜ୍ଞାନ — Knowledge; wisdom; idea
  • ସଂ. ବି—(ସମ୍+ଦୃଶ୍ ଧାତୁ+ଭାବ. ଅନ) — ମୂର୍ତ୍ତି; ଆକୃତି — Form; shape; image