ସନ୍ଦଷ୍ଟ Sandashṭa
- ସଂ. ବିଣ. (ସମ୍+ଦନଶ୍ ଧାତୁ+କର୍ମ ତ) — ଗୁରୁତର ଭାବରେ କାମୁଡ଼ା ହୋଇଥିବା — Severely bitten
- ସଂ. ବିଣ. (ସମ୍+ଦନଶ୍ ଧାତୁ+କର୍ମ ତ) — ସଂଶ୍ଳିଷ୍ଟ — Brought into contact
- ସଂ. ବିଣ. (ସମ୍+ଦନଶ୍ ଧାତୁ+କର୍ମ ତ) — ଦୃଢ଼ରୂପେ ଲଗ୍ନ — Closely joined with; made to adhere to