ସନ୍ଦାନିତ Sandānita

  • ସଂ. ବିଣ: (ସନ୍ଦାନ+ଯୁକ୍ତାର୍ଥେ ଇତ୍) — ଶୃଙ୍ଖଳିତ — Enchained
  • ସଂ. ବିଣ: (ସନ୍ଦାନ+ଯୁକ୍ତାର୍ଥେ ଇତ୍) — ବନ୍ଧ — Bound
  • ସଂ. ବିଣ: (ସନ୍ଦାନ+ଯୁକ୍ତାର୍ଥେ ଇତ୍) — ଛିନ୍ନ — Torn