ସନ୍ଦାନିନୀ Sandāninī

  • ସଂ. ବି. ସ୍ତ୍ରୀ (ସନ୍ଦାନ+ଇନ୍+ସ୍ତ୍ରୀ. ଈ; ଯେଉଁଠାରେ ଗୋରୁଙ୍କୁ ବନ୍ଧାଯାଏ) — ଗୋଶାଳା; ଗୁହାଳ ଘର — Cow-shed; a place where cattle are tied