ସନମାନ Sanamāna

  • ଗ୍ରା. ବି.—(ସଂ. ସମ୍ମାନ) — ସମ୍ମାନ — Respect
  • ଗ୍ରା. ବି.—(ସଂ. ସମ୍ମାନ) — [ଉ—ଏ ରୂପେ ସନମାନ କରି, ତା ପଛେ ବାରତା ପଚାରି। ଭୂପତି, ପ୍ରେମ ପଞ୍ଚାମୃତ]