ସନା Sanā
- ସଂ. ଅ — ନିତ୍ୟ; ସର୍ବଦା — 1. Always; constantly; constant
- ସଂ. ଅ — ସର୍ବକାଳେ — At all times
- ସଂ. ଅ — ଚିରକାଳ — Enternally
- ସଂ. ଅ — ସୃଷ୍ଟିର ଆଦ୍ୟରୁ — From time eternal
- ଦେ. ବି — (ଅନାଦରାର୍ଥକ) ସନାତନର ଡାକନାମ
- ଦେ. ବି — [ଦ୍ର—ସନାତନର ସନା, ସନିଆ—ଅନାଦାରାର୍ଥକ ରୂପ। ସନାଇ, ସନି, ସନୁ, ସନେଇ—ଆଦାରାର୍ଥକ ରୂପ ଅଟେ।]
- ପ୍ରାଦେ (ପାଟଣା କନ୍ଧାନ ଅଞ୍ଚଳର ପ୍ରଚଳିତ ଭାଷା।) ବି — ସୁନା — Gold