ସନମତି Sanamati

  • ଗ୍ରା. ବି—(ସଂ. ସମ୍ମତି) — ସମ୍ମତି (ଦେଖ) — Sammati (See)
  • ଗ୍ରା. ବି—(ସଂ. ସମ୍ମତି) — [ଉ—ସେ କଥାକୁ ସନମତି ସେ ତଲେ। କୃଷ୍ଣସିଂହ, ମହାଭାରତ, ଆଦି।]
  • ଗ୍ରା. ବି—(ସଂ. ସମ୍ମତି) — କରଣ ସମାଜରେ ମହାପ୍ରସାଦ ନିର୍ବନ୍ଧ ପରେ କନ୍ୟାଘରୁ ବରଘରକୁ ସିଉକାର (ସ୍ୱୀକାର) ବେଭାର ପଠାଯିବା ପରେ ବରଘରୁ କନ୍ୟାଘରକୁ କନ୍ୟାର ବ୍ଯବହାର୍ଯ୍ୟ ପାଟସାଢ଼ୀ, ଅଳଙ୍କାର ଓ ବାସନ ଆଦି ଯାହା ବେଭାର ପଠାଯାଏ — Formal present of cloth, ornaments etc for the use of the bridegroom sent on receipt of the presents from the bride's party after formal betrothal
  • ଗ୍ରା. ବି—(ସଂ. ସମ୍ମତି) — [ଦ୍ର—ମହାପ୍ରସାଦ ନିର୍ବନ୍ଧ ପରେ ଏହା କନ୍ଯା ପକ୍ଷରୁ ସାମାଜିକ ଆଚାରସମ୍ମତ ସ୍ୱୀକୃତି ଅଟେ।]