ସନନ୍ଦନ Sanandana

  • ସଂ. ବି. (ସ+ସନନ୍ଦ=ଆନନ୍ଦ) — ବ୍ରହ୍ମାଙ୍କର ଏକତମ ମାନସ ପୁତ୍ର; ସନନ୍ଦଙ୍କର ନାମାନ୍ତର — Another name of sage Sananda