ସନକ Sanaka

  • ସଂ. ବି (ନାମ) (ସନ ଧାତୁ=ସେବା କରିବା+କର୍ତ୍ତୃ. ଅକ) — ଜନୈକ ମୁନି; ବ୍ରହ୍ମାଙ୍କର 7 ଟି ମାନସ ପୁତ୍ର ମଧ୍ୟରୁ ଏକତମ; ବୈଶ୍ୱଦେବ ଓ ଶ୍ରାଦ୍ଧାଦିରେ ଯେଉଁ 'ସପ୍ତଦିବ୍ୟ ମନୁଷ୍ୟ'ଙ୍କୁ ତର୍ପଣ କରାଯାଏ, ସେମାନଙ୍କ ମଧ୍ୟରୁ ଏକତମ — ଜନୈକ ମୁନି; ବ୍ରହ୍ମାଙ୍କର7ଟି ମାନସ ପୁତ୍ର ମଧ୍ୟରୁ ଏକତମ; ବୈଶ୍ୱଦେବ ଓ ଶ୍ରାଦ୍ଧାଦିରେ ଯେଉଁ 'ସପ୍ତଦିବ୍ୟ ମନୁଷ୍ୟ'ଙ୍କୁ ତର୍ପଣ କରାଯାଏ, ସେମାନଙ୍କ ମଧ୍ୟରୁ ଏକତମ— Name of a progenitor of mankind
  • ସଂ. ବି (ନାମ) (ସନ ଧାତୁ=ସେବା କରିବା+କର୍ତ୍ତୃ. ଅକ) — [ଦ୍ର— ସପ୍ତ ମନୁଷ୍ୟଙ୍କ ନାମ, ଯଥା— 1 ସନକ, 2 ସନାତନ, 3 କପିଳ, 4 ବୋଢ଼ୁ, 5 ଆସୁରୀ, 6 ପଞ୍ଚଶିଖ ଓ 7 ସନନ୍ଦ। ପୁରାଣ ମତରେ ଏମାନେ ମନୁଷ୍ୟମାନଙ୍କର ପୂର୍ବପୁରୁଷ ଓ ଜନଲୋକବାସୀ ଅଟନ୍ତି। ମତାନ୍ତରରେ ବ୍ରହ୍ମାଙ୍କର 4 ଗୋଟି ମାନସପୁତ୍ର ମଧ୍ୟରୁ ସନକ ଏକତମ— 4 ପୁତ୍ରଙ୍କ ନାମ; ଯଥା—ସନକ, ସନନ୍ଦ, ସନାତନ ଓ ସନତ୍କୁମାର; ଏମାନେ ବ୍ରହ୍ମାଙ୍କ ଆଦେଶ ଅନୁସାରେ ମନୁଷ୍ୟମାନଙ୍କୁ ସୃଷ୍ଟି କଲେ (ଭାଗବତୀୟ 3 ୟ ସ୍କନ୍ଧ 12 ଅଧ୍ୟାୟ)। ନିବୀତ ହୋଇ ଅର୍ଥାତ୍ ପଇତାକୁ ମାଳି ପରି ବେକରେ ଲମ୍ବାଇ ଉତ୍ତରମୁଖ ହୋଇ ଏହି ଦିବ୍ୟମନୁଷ୍ୟମାନଙ୍କୁ ତଣ୍ଡୂଳୋଦକରେ ତର୍ପଣ କରିବାକୁ ହୁଏ।] — [ଦ୍ର— ସପ୍ତ ମନୁଷ୍ୟଙ୍କ ନାମ, ଯଥା—1ସନକ,2ସନାତନ,3କପିଳ,4ବୋଢ଼ୁ,5ଆସୁରୀ,6ପଞ୍ଚଶିଖ ଓ7ସନନ୍ଦ ପୁରାଣ ମତରେ ଏମାନେ ମନୁଷ୍ୟମାନଙ୍କର ପୂର୍ବପୁରୁଷ ଓ ଜନଲୋକବାସୀ ଅଟନ୍ତି ମତାନ୍ତରରେ ବ୍ରହ୍ମାଙ୍କର4ଗୋଟି ମାନସପୁତ୍ର ମଧ୍ୟରୁ ସନକ ଏକତମ—4ପୁତ୍ରଙ୍କ ନାମ; ଯଥା—ସନକ, ସନନ୍ଦ, ସନାତନ ଓ ସନତ୍କୁମାର; ଏମାନେ ବ୍ରହ୍ମାଙ୍କ ଆଦେଶ ଅନୁସାରେ ମନୁଷ୍ୟମାନଙ୍କୁ ସୃଷ୍ଟି କଲେ (ଭାଗବତୀୟ3ୟ ସ୍କନ୍ଧ12ଅଧ୍ୟାୟ) ନିବୀତ ହୋଇ ଅର୍ଥାତ୍ ପଇତାକୁ ମାଳି ପରି ବେକରେ ଲମ୍ବାଇ ଉତ୍ତରମୁଖ ହୋଇ ଏହି ଦିବ୍ୟମନୁଷ୍ୟମାନଙ୍କୁ ତଣ୍ଡୂଳୋଦକରେ ତର୍ପଣ କରିବାକୁ ହୁଏ]