ସନମତ କରିବା Sanamata karibā

  • ଦେ. କ୍ରି — ସମ୍ମତ ହେବା; ରାଜିହେବା — To agree; to consent
  • ଦେ. କ୍ରି — [ଉ—ସ୍କନ୍ଦ ତାହା ଶୁଣି କରନ୍ତେ ସନମତି, ସେନାପତି କଲେ ତାହାଙ୍କୁ ପୁରୁହୁତ। କୃଷ୍ଣସିଂହ, ମହାଭାରତ, ବନ।]