ସଦା ଦିନ Sadā dina

  • ଦେ. କ୍ରି. ବିଣ — ସବୁଦିନେ — Every day
  • ଦେ. କ୍ରି. ବିଣ — ସବୁ ସମୟରେ — Always
  • ଦେ. କ୍ରି. ବିଣ — [ଉ—ଭକ୍ତ ମୋ ଜୀବନ ଭକ୍ତ ଠାକୁର, ଭକ୍ତ ହୃଦରେ ସଦା ଦିନେ ଘର—ପ୍ରାଚୀ, ପରଚେଗୀତା]