ସଦା ଦାନ Sadā dāna
- ସଂ. ବି (ବହୁବ୍ରୀହି; ସଦା=ସର୍ବଦା+ଦାନ=ମଦବାରି ବହେ ଯାହାଠାରୁ) — ମତ୍ତହସ୍ତୀ — An infuriated elephant; an elephant in his ruts
- ସଂ. ବି (ବହୁବ୍ରୀହି; ସଦା=ସର୍ବଦା+ଦାନ=ମଦବାରି ବହେ ଯାହାଠାରୁ) — ଐରାବତ ହସ୍ତୀ — Indra's elephant
- ସଂ. ବି (ବହୁବ୍ରୀହି; ସଦା=ସର୍ବଦା+ଦାନ=ମଦବାରି ବହେ ଯାହାଠାରୁ) — ଗଣେଶ — The elephant-headed son of Ṡiba
- ସଂ. ବି (ବହୁବ୍ରୀହି; ସଦା=ସର୍ବଦା+ଦାନ=ମଦବାରି ବହେ ଯାହାଠାରୁ) — (ଅବ୍ଯୟୀଭାବ; ସଦା+ ଦାନ) ସଦାବ୍ରତ; ଖଇରାତ୍ — Charity; distribution of alms