ସଦା ପ୍ରସୂନ Sadā prasūna

  • ସଂ. ବିଣ (ବୈଦ୍ଯକ)—(ବହୁବ୍ରୀହି, ସଦା=ସର୍ବଦା+ ପ୍ରସୂନ=ପୁଷ୍ପ ଯାହାର) — ସର୍ବଦା ପୁଷ୍ପଯୁକ୍ତ (ବୃକ୍ଷ) — Always flowering
  • ସଂ. ବି — ରୋହତକ ବୃକ୍ଷ; ସୁଆମ ଗଛ — A timber tree; Indian redwood
  • ସଂ. ବି — ଅର୍କ ଗଛ — Calotropis Gigantea
  • ସଂ. ବି — କୁନ୍ଦ ଗୁଳ୍ମ (ରାଜ ନିର୍ଘଣ୍ଟ) — A flowering shrub; Jasminum Multiflorum