ସଦା ଗତି Sadā gati
- ସଂ. ବିଣ (ସଦା=ସର୍ବଦା+ଗତି ଯାହାର; ବହୁବ୍ରୀହି) — ସର୍ବଦା ଗତିଶୀଳ — Perpetually moving; always moving
- ସଂ. ବି — ବାୟୁ; ପବନ — Air
- ସଂ. ବି — ସୂର୍ଯ୍ୟ — Sun
- ସଂ. ବି — ଆତ୍ମା — The soul; the spirit
- ସଂ. ବି — (ଅବ୍ଯୟୀଭାବ) ମୁକ୍ତି — Freedom
- ସଂ. ବି — ମୋକ୍ଷ — Final beatitude
- ସଂ. ବି — (ବହୁବ୍ରୀହି) ପରମେଶ୍ୱର — God
- ଦେ. ବି — ଅବିଶ୍ରାନ୍ତ ଗମନ — Continual motion
- ଦେ. ବି — [ଉ— ବଚନ କୋକିଳ ସଦାଗତି ମେଳ ହୋଇ। ଭଞ୍ଜ— ବୈଦେହୀଶବିଳାସ।]
- ଦେ. ବିଣ — ମୁକ୍ତି ବହନକାରୀ — Carrying or causing liberation or final beatitude
- ଦେ. ବିଣ — [ଉ—ବିହେ ଅଗତି, ବହେ ଯହିଁରେ ସଦାଗତି। ଭଞ୍ଜ, ବୈଦେହୀଶବିଳାସ।]