ସଦା ଜୟେ Sadā jaye

  • ଗ୍ରା. ବିଣ — ସର୍ବଦା ଜୟଯୁକ୍ତ — Always victorious
  • ଦେ. ବି ଓ ଅ — ସର୍ବଦା ଜୟ — Constant victory
  • ଦେ. ବି ଓ ଅ — [ଦ୍ର—କେତେକ ପ୍ରାଚୀନ ପୋଥିର ଆଦ୍ୟରେ ଲେଖକମାନେ ଶୁଭକାମନା କରି ଏ ବାକ୍ୟ ଲେଖିଥିବା ଦେଖାଯାଏ।]