ସତୀର୍ଥ Satīrtha

  • ସଂ. ବି (ସ=ସମାନ+ତୀର୍ଥ=ଗୁରୁ ଯାହାର; ସତୀର୍ଥ= ସମାନ ଗୁରୁ;+ବାସାର୍ଥେ. ଯ) — ସମକାଳରେ ଏକ ଗୁରୁଙ୍କ ନିକଟରେ ଅଧ୍ୟୟନ କରୁଥିବା ଶିଷ୍ୟ; ସହଧ୍ୟାୟୀ; ସହପାଠୀ — Fellow student; a fellow disciple; a co-disciple under the same preceptor