ସତୀପଣ Satīpaṇa

  • ଦେ. ବି — ସତୀତ୍ୱ — Chastity
  • ଦେ. ବି — ସତୀତ୍ୱର ବଢ଼ାଇ — Boasting about one's chastity
  • ଦେ. ବି — (ସ୍ତ୍ରୀ ଲୋକର) ସତ୍ୟବାଦିତା — Truthfulness of a Woman)
  • ଦେ. ବି — (ସ୍ତ୍ରୀ ଲୋକର) ସାଧୁତା — Honesty (of a woman)