ସତୀଳ Satīḻa

  • ସଂ. ବି (ସତୀ=ସାଧ୍ୱୀ+ଲା. ଧାତୁ=ଧାରଣ କରିବା+କର୍ତ୍ତୃ. ଅ; ଯାହା ସାଧ୍ୱୀ କୁଳବଧୂମାନଙ୍କୁ ଧାରଣ କରେ) — ବଂଶ; କୁଳ — Family; race
  • ସଂ. ବି (ସତୀ=ସାଧ୍ୱୀ+ଲା. ଧାତୁ=ଧାରଣ କରିବା+କର୍ତ୍ତୃ. ଅ; ଯାହା ସାଧ୍ୱୀ କୁଳବଧୂମାନଙ୍କୁ ଧାରଣ କରେ) — (ସ=ସମାନ+ତିଳ= ଖସା; ଖସାପରି କୃଷ୍ଣବର୍ଣ୍ଣ) ମାଷ; ବିରି — Kidney bean; phasolus Radiatus
  • ସଂ. ବି (ସତୀ=ସାଧ୍ୱୀ+ଲା. ଧାତୁ=ଧାରଣ କରିବା+କର୍ତ୍ତୃ. ଅ; ଯାହା ସାଧ୍ୱୀ କୁଳବଧୂମାନଙ୍କୁ ଧାରଣ କରେ) — ମଟର; କଳାୟ — Pea; field pea; Pisum sativum