ସତୀନ Satīna
- ସଂ. ବି (ବୈଦ୍ଯକ) — କଲାୟ; ମଟର — Pea; field pea; Pisum Sativum
- ସଂ. ବି (ବୈଦ୍ଯକ) — [ଦ୍ର—ଏହା ମଧୁର, କଷାୟରସ, ମଧୁର ବିପାକ, ରୁକ୍ଷ, ଶୀତବୀର୍ଯ୍ୟ, ବାୟୁବର୍ଦ୍ଧକ, ଆମ— ଦୋଷକାରକ, ପିତ୍ତ, ଦାହ ଓ କଫ ନିବାରକ।]
- ସଂ. ବି (ବୈଦ୍ଯକ) — (ସତୀ+ନୀ. ଦାତୁ+ ଅ; କ) ସତୀଳ (ଦେଖ) — Satīḻa (See)