ସତୁଆ Satuā

  • ଦେ. ବିଣ. ପୁଂ — ସତ୍ୟବାଦୀ — Truthful
  • ଦେ. ବିଣ. ପୁଂ — [ଉ—କନ୍ୟାକୁ ଯେତେବେଳେ ଦେଖିବୁ, ବୁଝିବୁ ଅଜା ସତୁଆ କି ମିଛୁଆ। ଫକୀରମୋହନ, ଗଳ୍ପସଳ୍ପ।]