ସଛନ୍ଦ Sachhanda

  • ଗ୍ରା. ବିଣ (ସଂ. ସ୍ୱଚ୍ଛନ୍ଦ) — ସ୍ୱଚ୍ଛନ୍ଦ — Unrestrained; contented; happy
  • ଗ୍ରା. ବି — ସ୍ୱଚ୍ଛନ୍ଦତା — Ease
  • ଗ୍ରା. ବି — ସୁଖ; ସନ୍ତୋଷ — Happiness; contentment
  • ଗ୍ରା. କ୍ରି. ବିଣ — ସ୍ୱଚ୍ଛନ୍ଦତାସହକାରେ — Happily; with ease
  • ଗ୍ରା. କ୍ରି. ବିଣ — ସ୍ୱଇଚ୍ଛାରେ — Voluntarily
  • ଗ୍ରା. କ୍ରି. ବିଣ — ସହଜରେ — Easily