ସଛଳତା Sachhaḻatā

  • ଦେ. ବି — ସଙ୍ଗତିସଂପନ୍ନ ଅବସ୍ଥା — Ease; well-to-do condition
  • ଦେ. ବି — ସଂପଦ; ଧନବାନ୍ ଅବସ୍ଥା — Affluence; rich or affluent circumstances
  • ଦେ. ବି — ଅର୍ଥସଙ୍ଗତି; ଅର୍ଥପ୍ରାଚୁର୍ଯ୍ୟ — Sufficience in money matters