ସଜ ଅସଜ Saja asaja

  • ଦେ. ବି (ବିପରୀତାର୍ଥକ ସହଚର) — ସୁବିଧା ଓ ଅସୁବିଧା — Convenience and inconvenience
  • ଦେ. ବି (ବିପରୀତାର୍ଥକ ସହଚର) — ସୁଯୋଗ ଓ ଦୁର୍ଯୋଗ; ଖଞ୍ଜ ଓ ଅଖଞ୍ଜ — Opportunities and want of opportunities
  • ଦେ. ବିଣ — ସୁବିଧାଜନକ ଓ ଅସୁବିଧାଜନକ (କାର୍ଯ୍ୟ ବା ସମୟ ବା ଘଟନା) — Convenient and inconvenient (things); opportune and inopportune (times)
  • ଦେ. ବିଣ — ସହଜ ଓ କଷ୍ଟ — Easy and difficult