ସଜ ଉଠିବା Saja uṭhibā

  • ଦେ. ବି — ପୂଜା ହେବା ପାଇଁ ଦଶହରା ସମୟରେ ସ୍ଥାପିତ ହୋଇଥିବା ବଢ଼େଇ, କମାର ଆଦିଙ୍କ ଯନ୍ତ୍ରଚୟ ପୂଜା ପରେ ପୂଜା ସ୍ଥାନରୁ ଉଠିଯିବାରୂପ କର୍ମ — The ceremony of taking out the instruments from the place of worship