ସଚ୍ଛଳ Sachchhaḻa
- ଦେ. ବିଣ (ସଂ. ସଚ୍ଛୀଳ=ଶୀଳଯୁକ୍ତ, ଦାତା, ବା ସଂ ସଚଳ; ବା ସଂ. ଶସ୍ୟଳ) — ସଙ୍ଗତି— ସଂପନ୍ନ (ଅବସ୍ଥା) — Well-to-do (condition)
- ଦେ. ବିଣ (ସଂ. ସଚ୍ଛୀଳ=ଶୀଳଯୁକ୍ତ, ଦାତା, ବା ସଂ ସଚଳ; ବା ସଂ. ଶସ୍ୟଳ) — ସମ୍ବଳ ବିଶିଷ୍ଟ ବା ଧନୀ — Rich; affluent
- ଦେ. ବିଣ (ସଂ. ସଚ୍ଛୀଳ=ଶୀଳଯୁକ୍ତ, ଦାତା, ବା ସଂ ସଚଳ; ବା ସଂ. ଶସ୍ୟଳ) — (ଉ—ସଚ୍ଛଳ ଲୋକ)
- ଦେ. ବିଣ (ସଂ. ସଚ୍ଛୀଳ=ଶୀଳଯୁକ୍ତ, ଦାତା, ବା ସଂ ସଚଳ; ବା ସଂ. ଶସ୍ୟଳ) — [ଦ୍ର—ଭଲ ଭଲ ଲେଖକଙ୍କ ଲେଖାରେ ମଧ୍ୟ ଏ ଶବ୍ଦର ବ୍ଯବହାର ଦେଖାଯାଏ।]