ସଂହୂତି Saṁhūti

  • ସଂ. ବି (ସମ୍+ହେ. ଧାତୁ=ଆହ୍ୱାନ କରିବା+ଭାବ. ତି) — ହୁଲର୍; ବହୁଲୋକଙ୍କର ସମ୍ମିଳିତ ସମକାଳୀନ ଆହ୍ୱାନ; ହୋ — A halloo or loud cry of many persons