ସଂହାରକ Saṁhāraka

  • ସଂ. ବିଣ. ପୁଂ (ସମ୍+ ହୃ ଧାତୁ+କର୍ତ୍ତୃ. ଅକ) — ଧ୍ୱଂସକାରକ — Destructive; destroying
  • ସଂ. ବିଣ. ପୁଂ (ସମ୍+ ହୃ ଧାତୁ+କର୍ତ୍ତୃ. ଅକ) — ଯେ ସଂକୋଚନ କରେ — Contracting
  • ସଂ. ବିଣ. ପୁଂ (ସମ୍+ ହୃ ଧାତୁ+କର୍ତ୍ତୃ. ଅକ) — ବଧକାରୀ — Slaughtering
  • ସଂ. ବିଣ. ପୁଂ (ସମ୍+ ହୃ ଧାତୁ+କର୍ତ୍ତୃ. ଅକ) — [ଉ—ଜୟ ଖର ଦୂଷଣ ରାବଣସଂହାରୀ—କୃଷ୍ଣସିଂହ, ମହାଭାରତ, ବିରାଟ।]