ସଂହୃତ Saṁhṛuta
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — କୃତସଂହାର; ବିନାଶିତ — Destroyed; annihilated
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ଆକ୍ରାନ୍ତ — Attacked
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ସଙ୍କଳିତ; ସଂଗୃହୀତ — Collected; compiled
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ସଂଚିତ — Stored
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ନିରୁଦ୍ଧ; ବାଧାପ୍ରାପ୍ତ — Obstructed
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ପ୍ରତ୍ୟାକୃଷ୍ଟ — Drawn towards; withdrawn
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ସଂକୁଚିତ — Contracted
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ସଂକ୍ଷିପ୍ତ — Abridged
- ସଂ. ବିଣ (ସମ୍+ହୃ ଧାତୁ+କର୍ମ. ତ) — ଦମିତ; ସଂଯତ — Controlled; cheked