ସଂହିତ ପୁଷ୍ପିକା Saṁhita pushpikā

  • ସଂ. ବି. (ବହୁବ୍ରୀହି; ସଂହିତ+ପୁଷ୍ପ+କ+ସ୍ତ୍ରୀ. ଆ; ସଂହିତ=ଏକତ୍ରୀଭୂତ ଅଟେ ପୁଷ୍ପ ଯାହାର) — ମିଶ୍ରେୟା; ପାନମହୁରି — Aniseed; Anethum Panmorium
  • ବିଣ. ସ୍ତ୍ରୀ — ଯହିଁର ଫୁଲମାନ ପେନ୍ଥା ପେନ୍ଥା ହୋଇଥାଏ — Flowering in clusters