ସଂହାରିବା Saṁhāribā

  • ଦେ. କ୍ରି — (ସଂ. ସଂହାର) ସଂହାର କରିବା; ବଧ କରିବା — To kill
  • ଦେ. କ୍ରି — (ଉ—ଯେତେ ଗଲେ ସଂହାରିବା ନିମନ୍ତେ, ତାଙ୍କୁ ମାଇଲା ଗୋବିନ୍ଦ କିଞ୍ଚିତେ ଭକ୍ତଚରଣ, ମଥୁରାମଙ୍ଗଳ।]
  • ଦେ. କ୍ରି — (ସଂ. ସଂହରଣ) ତ୍ୟାଗ କରିବା — To give up
  • ଦେ. କ୍ରି — (କ୍ରୋଧ ଆଦିକୁ) ନିବର୍ତ୍ତାଇବା; ଦମନ କରିବା — To restrain; to check
  • ଦେ. କ୍ରି — (ଦୃଷ୍ଟି) ଫେରାଇବା — To turn away (one's eyes)
  • ଦେ. କ୍ରି — (ଉ— ସଂହାରି ନେଲା ତା କି ଛଟାରେ ଖେଳାଖଞ୍ଜନ ଲେଉଟା ଆଣି । ରାଧାନାଥ, ଯଯାତିକେଶରୀ।)