ସଂରୋଧ Saṁrodha
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — ରୋଧନ; ନିରୋଧ; ପ୍ରତିବନ୍ଧ; ପ୍ରତିରୋଧ — Obstruction; hindrance
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — ଅଟକ; ନିବାରଣ — Restraint; prevention
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — ବନ୍ଧନ — Binding down
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — ଶତ୍ରୁଦ୍ୱାରା ନଗରାଦି ବେଷ୍ଟନ — Seige; blockade
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — କାରାରୋଧ — Confinement
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — ନିକ୍ଷେପ — Throwing (Apte)
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — (+କରଣ. ଅ) ବେଡି; ବନ୍ଧନ ସାଧନ — Bond; fetters (Apte)
- ସଂ. ବି (ସମ୍+ରୁଧ୍ ଧାତୁ=ଅଟକାଇବା+ଭାବ. ଅ) — ସ୍ଥଗିତକରଣ — Stopping