ସଂଲଗ୍ନ Saṁlagna

  • ସଂ. ବିଣ (ସମ୍+ଲଗ୍ ଧାତୁ=ଲାଗିଯିବା+କର୍ତ୍ତୃ. ତ) — ସଂଯୁକ୍ତ — Attached to; connected with
  • ସଂ. ବିଣ (ସମ୍+ଲଗ୍ ଧାତୁ=ଲାଗିଯିବା+କର୍ତ୍ତୃ. ତ) — ନିକଟରେ ଅବସ୍ଥିତ — Contiguous to
  • ସଂ. ବିଣ (ସମ୍+ଲଗ୍ ଧାତୁ=ଲାଗିଯିବା+କର୍ତ୍ତୃ. ତ) — ଏକୀଭୂତ; ମିଳିତ — Brought into; mixed up
  • ସଂ. ବିଣ (ସମ୍+ଲଗ୍ ଧାତୁ=ଲାଗିଯିବା+କର୍ତ୍ତୃ. ତ) — ଏକତ୍ର ଲାଗି ଯାଇଥିବା — Stuck together; adhering to
  • ସଂ. ବିଣ (ସମ୍+ଲଗ୍ ଧାତୁ=ଲାଗିଯିବା+କର୍ତ୍ତୃ. ତ) — ପରସ୍ପର ଆଘାତ ପ୍ରତିଘାତ କରୁଥିବା — Come to close contact (Apte)
  • ସଂ. ବିଣ (ସମ୍+ଲଗ୍ ଧାତୁ=ଲାଗିଯିବା+କର୍ତ୍ତୃ. ତ) — ମାଡ଼ ମରାମରି ହେଉଥିବା — Come to blows (Apte)