ସଂରୂଢ଼ Saṁrūṟḍ̠ẖa

  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ଆରୂଢ଼ — Mounted
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ଅଙ୍କୁରିତ; ଗଜା ମାରିଥିବା — Sprouted; germinated; budded
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ଜାତ — Born
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ପ୍ରବୃଦ୍ଧ — Well-grown; well developed
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ପୂରି ଯାଇଥିବା (ବ୍ରଣାଦି) — Cicatriced; healed (sore) (Apte)
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ଏକତ୍ର ବର୍ଦ୍ଧିତ — Grown together (Apte)
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ଦୃଢ଼ରୂପେ ସଂଲଗ୍ନ ବା ଚେରେଇ ଥିବା — Firmly grown; striking root (Apte)
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ସାହସୀ — Bold (Apte)
  • ସଂ. ବିଣ. ପୁଂ (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା; ଚଢ଼ିବା+କର୍ତ୍ତୃ. ତ) — ଆସ୍ଥାବିଶିଷ୍ଟ — Confident (Apte)