ସଂରୁଦ୍ଧ Saṁruddha
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ବଦ୍ଧ — Bound
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ଅବରୁଦ୍ଧ — Beseigened; blockaded
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ନିରୁଦ୍ଧ — Obstructed; restrained
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — କାରାରୁଦ୍ଧ — Imprisoned; confined; shut up
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ବାଧାପ୍ରାପ୍ତ — Checked; impeded (Apte)
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ପରିପୂରିତ — Blocked up; filled up (Apte)
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ଆଚ୍ଛାଦିତ; ଆବୃତ — Covered over; concealed (Apte)
- ସଂ. ବିଣ (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ସ୍ଥଗିତ; ନିଷିଦ୍ଧ — Refused; withheld (Apte)