ସଂରିହାଣ Saṁrihāṇa

  • ସଂ. ବିଣ. ପୁଂ (ସମ୍+ଲିହ୍ ଧାତୁ+କର୍ତ୍ତୃ. ଆନ) — ସ୍ନେହରେ ଚାଟୁଥିବା (ଯେଉଁପରି ବାଛୁରୀକୁ ଗାଈ; ମୃଗିଣୀକୁ ମୃଗ) — Affectionate ly licking (as a cow licking her calf (Apte)