ସଂରକ୍ଷ Saṁraksha

  • ସଂ. ବି. (ସମ୍+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅ) — (ବିପଦାଦିରୁ, ବିନାଶରୁ ବା ଧ୍ୱଂସରୁ) ରକ୍ଷା କରିବା — Act of saving or protecting; conservating
  • ସଂ. ବି. (ସମ୍+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅ) — ତତ୍ତ୍ୱାବ— ଧାରଣ — Superintendence; supervision
  • ସଂ. ବି. (ସମ୍+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅ) — ଯତ୍ନପୂର୍ବକ ସମ୍ପାଦିବା — Preservation; care
  • ସଂ. ବି. (ସମ୍+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅ) — ପୂର୍ବରୀତିମାନ ଅକ୍ଷୁର୍ଣ୍ଣ ରଖିବା — Conservatism; preserving of the old customs
  • ସଂ. ବି. (ସମ୍+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅ) — ଜଗା ରଖା; ରଖିବାର ଭାର ଗ୍ରହଣ — Custody; charge (Apte)