ସଂରକ୍ଷଣ ନୀତି Saṁrakshaṇa nīti

  • ସଂ. ବି. (ଆଧୁନିକ ପ୍ରୟୋଗ) — ପ୍ରାଚୀନ ରାଜ— ନୀତିକ ଓ ସାମାଜିକ ପ୍ରଥାମାନ ଲୁପ୍ତ ନ କରି ତାହା ବଜାୟ ରଖିବାର ପଦ୍ଧତି — Conservatism (in politics and society)
  • ସଂ. ବି. (ଆଧୁନିକ ପ୍ରୟୋଗ) — ଯେଉଁ ନୀତି ସାହାଯ୍ୟରେ ବାଣିଜ୍ୟାଦି ଦ୍ୱାରା ଦେଶର ସ୍ୱାର୍ଥ ରକ୍ଷା କରାଯାଏ — Protection of the interests of a country in trade matters